Header ADS

ନୂଆପଡ଼ା ଜିଲ୍ଲାର ଖଡିଆଳରେ ଗ୍ରାମାଞ୍ଚଳରେ ଉପସମିକ ସ୍ୱାସ୍ଥ୍ୟ ଚିକିତ୍ସା ସେବାର ଶୁଭାରମ୍ଭ


ଭୁବନେଶ୍ୱର (ଅମରେନ୍ଦ୍ର ନନ୍ଦ)ତା:୦୧.୦୮. ନୂଆପଡ଼ା ଜିଲ୍ଲା ଖଡିଆଳ ମିଶନ ସ୍ବାସ୍ଥ୍ୟ କେନ୍ଦ୍ର ଓ ଅଜିମ୍ ପ୍ରେମ ଜି ଙ୍କ ଆର୍ଥିକ ସହାୟତା ରେ ଗ୍ରାମାଞ୍ଚଳ ରେ  ଉପସମିକ ସ୍ୱାସ୍ଥ୍ୟ ଚିକିତ୍ସା ସେବା ଶୁଭାରମ୍ଭ, ଖଡିଆଳ ବ୍ଲକର ୧୪ ଗୋଟି ଗ୍ରାମପଞ୍ଚାୟତର  ୬୦ ଗ୍ରାମ ରେ ସେବା ପ୍ରଦାନ ହେବ। ଆଜି ଖଡ଼ିଆଳ ମିଶନ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟ ରେ ଯୋଜନା ଶୁଭାରମ୍ଭ କରିଛନ୍ତି। ମୁଖ୍ୟ ଅତିଥିରୂପେ ଖଡ଼ିଆଳ ମିଶନ ସ୍ୱାସ୍ଥ୍ୟ କେନ୍ଦ୍ର ପୂର୍ବତ୍ତନ ନିର୍ଦ୍ଧେଶକ ଡଃ.ଅଜିତ୍ ସିଂ ଯୋଗଦେଇ ପ୍ରଥମ କରି ଗ୍ରାମାଞ୍ଚଳ ବାସୀ ଏହି ଏହି ସେବାର ସୁବିଧା ଉପଭୋଗ କରିବେ ସ୍ୱତନ୍ତ୍ର ଅତିଥି ରୂପେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଓ ଗ୍ରାମାଞ୍ଚଳ ବାସୀଙ୍କୁ ସ୍ୱାସ୍ଥ୍ୟ ସେବା ନିଜ ଦ୍ୱାର ମୁହଁରେ ଯୋଗାଣ ହେବ। ଅଞ୍ଚଳ ପାଇଁ ଏକ ନୂତନ ଦିଗନ୍ତ ଅଟେ ବୋଲି ମତବ୍ୟକ୍ତ କରିଥିଲେ। ସଭାରେ ମିଶନ ନିର୍ଦ୍ଧେଶକ ଡଃ. ନିବେଦିତା ପରିମାଣକ, ଡଃ.ପୁଷ୍ପା ସିଂ, ଖଡିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପଞ୍ଜଳି ନନ୍ଦ, ସମାଜ ସେବୀ ଅକ୍ଷୟ ନନ୍ଦ,  ବିଶଫ ସି. କେ ଦାସ ଯୋଗ ଦେଇଥିଲେ।

Previous Post Next Post

نموذج الاتصال