Header ADS

ଅଲେଖ ମହିମା ଅର୍ଣ୍ଣସେବାକୁ ରାସନ ସାମଗ୍ରୀ ଯୋଗାଇଲେ ପିଇଓ ଶରତ ଚନ୍ଦ୍ର ଶବର




 ଧର୍ମଗଡ଼ -୨/୦୮ ଧର୍ମଗଡ଼ ବ୍ଲକ ଟିପିଗୁଡା ଠାରେ ଚାଲି ଥିବା ଅର୍ଣ୍ଣ ସେବକୁ ଟିପିଗୁଡା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଧିକାରୀ ଶରତ ଚନ୍ଦ ଶବର ରାସନ ସାମଗ୍ରୀ ଯୋଗାଇ ବୁଦ୍ଧ ଵୃଦ୍ଧାଙ୍କ ଆଶୀର୍ବାଦ ନେଇଛନ୍ତି । ପ୍ରାୟ ୬୦ ଜଣଙ୍କ ପାଇଁ ଆବଶ୍ୟକିୟ ରାସନ ସାମଗ୍ରୀ ଯୋଗାଇ  ସ୍ଥାନୀୟ ସରପଞ୍ଚ ହାତୀ ରାମ ଦୁର୍ଗା, ଗହତିୟା ବନ୍ଦ କୁମର ନାଏକ,ଏଡିଇଓ ଛବିଳ ନାଏକଙ୍କ ସହିତ ଅସହାୟ ବୃଦ୍ଧଵୃଦ୍ଧା ସହ ଭୋଜନ କରିଥିଲେ l ତାଙ୍କରି ଏଭଳି ନିଆରା ପ୍ରୟାସକୁ ଅଲେଖ ମହିମା ଅର୍ଣ୍ଣସେବା ତରଫରୁ ଉଚ୍ଚ ପ୍ରସଂଶା କରାଯାଇଥିବା ବେଳେ ଅର୍ଣ୍ଣ ସେବାର ସଭାପତି ମହିମା ଭକ୍ତ ଟାମକୁ ନାଏକ, ସମ୍ପାଦକ ତେଜନ ଦୁର୍ଗା ସାମ୍ବାଦିକ କ୍ରିଷ୍ଣା ଦାସ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Previous Post Next Post

نموذج الاتصال