ନୂଆପଡ଼ା ତା:୧୫.୦୮. ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳିତ, ମୁଖ୍ୟ ଅତିଥିରୂପେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପ୍ୟାରେଡ୍ ନିରୀକ୍ଷଣ ଓ ଅଭିବାଦନ ଗ୍ରହଣ କରିଛନ୍ତି। ଖଡ଼ିଆଳ ବାସୀଙ୍କୁ ଉଦବୋଧନରେ ଦେଶ ସ୍ୱାଧୀନତାରେ ବଳିଦାନ ଦେଇଥିବା ବୀର ସ୍ୱାଧୀନତା ସଂଗ୍ରାମୀ ଙ୍କୁ ମାନେ ପକାଇ, ସ୍ୱର୍ଣ୍ଣିମ ସୁନାର ଭାରତ ଗଠନ ରେ ସାରଥୀ ହେବା କୁ ଆହ୍ୱାନ କରଛନ୍ତି। କୃତି ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ପୁରସ୍କାର ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବ୍ଲକ ସ୍ତରୀୟ ସ୍ୱାଧୀନତା ପାଲନ କମିଟି ଅଧ୍ୟକ୍ଷ ଖଡିଆଳ ବିଡିଓ ମିଳନ କୁମାର ଝାଙ୍କର।, ଖଡ଼ିଆଳ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା, ବ୍ଲକ ଅଧ୍ୟକ୍ଷା ପୁଶାଞ୍ଜଳି ନନ୍ଦ, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ଏନ ଏ ସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ପୂର୍ବତ୍ତନ ନଗର ଅଧ୍ୟକ୍ଷ ନିମାଇ ଚରଣ ତାଣ୍ଡି, ଖଡ଼ିଆଳ ଏସ ଡି ପିଓ ଉପେନ୍ଦ୍ର ପ୍ରଧାନ, ଅତିରିକ୍ତ ତାହସିଦାର, ଖଡ଼ିଆଳ ଥାନା ଅଧିକାରୀ ସୁମନ୍ତ ନାଏକ, ବ୍ଲକ ଶିକ୍ଷା ଅଧିକାରୀ କାହ୍ନୁ ଚରଣ ନାଏକ, ହାଇସ୍କୁଲ୍ ପ୍ରଧାନ ଶିକ୍ଷୟତ୍ରୀ ଯୋଗ

